ତରେଇବା Tareibā

  • ଦେ. କ୍ରି ('ତରିବା' କ୍ରିୟାର ଣିଜନ୍ତ ରୂପ) — ମୁକ୍ତ କରାଇବା; ଉଦ୍ଧାର କରାଇବା — To cause to be delivered or rescued
  • ଦେ. କ୍ରି ('ତରିବା' କ୍ରିୟାର ଣିଜନ୍ତ ରୂପ) — ମୁଁ ସ୍ୱୟଂ ତରାଇବି ଭୋ ପିତା ତୁମ୍ଭଙ୍କୁ—କୃଷ୍ଣସିଂହ. ମହାଭାରତ. ଆଦି।