ତର୍କ (ଧାତୁ) Tark (root)

  • ସଂ. — ତର୍କ ବିତର୍କ କରିବା; ବାଦାନୁବାଦ କରିବା — To argue; to reason
  • ସଂ. — ଅନୁମାନ କରିବା — To guess; to suppose
  • ସଂ. — ସ୍ଥିର କରିବା — To ascertain (Apte)
  • ସଂ. — ଚିନ୍ତା କରିବା — To reflect
  • ସଂ. — କହିବା — To speak
  • ସଂ. — ଜକଜକ ହେବା; ଶୋଭା ପାଇବା — To shine
  • ସଂ. — ବିଚାର କରିବା; ବିବେଚନା କରିବା — To think of; to have in view; to consider
  • ସଂ. — କଳ୍ପନା କରିବା; ଉଦ୍ଦେଶ୍ୟ କରିବା — To intend