ତର୍କ Tarka

  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ଯୁକ୍ତି — Abstract reasoning
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ବାଦାନୁବାଦ — Argument; discussion; debate
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ତଦନ୍ତ; ସନ୍ଧାନ — Inquiry; investigation
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — (+କରଣ. ଅ)—ନ୍ଯୟଶାସ୍ତ୍ର — Logic
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ଅଳଙ୍କାର ଶାସ୍ତ୍ର — The Science of Rhetoric
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — କାରଣ; ହେତୁ — 9. Cause
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ସମ୍ଭାବନା — Possibility; probability
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ସନ୍ଦେହ — Doubt
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ଅନୁମାନ; ଉତ୍ପ୍ରେକ୍ଷା — Guess; inference; conjecture
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ଆକାଂକ୍ଷା; ଇଚ୍ଛା — Desire; wish
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — ପ୍ରସ୍ତାବ (ନ୍ଯାୟ) — Proposition (Logic)
  • ସଂ. ବି. (ତର୍କ୍ ଧାତୁ+ଭାବ. ଅ) — (ନ୍ଯାୟଶାସ୍ତ୍ର) କୌଣସି ପ୍ରତିଜ୍ଞା ଅସମ୍ଭବ ଥିବା ବିଷୟ ଯୁକ୍ତି ଦ୍ୱାରା ପ୍ରମାଣିତ କରିବା — (Logic) Reduction to absurdity; Reductio ad absurdum (Apte)