ତର୍କ ଜାଳ Tarka jāḻa

  • ସଂ. ବି. ( 6 ଷ୍ଠୀ ତତ୍; ତର୍କ+ଜାଳ=ସମୂହ) — ବହୁ ତର୍କ — A mesh of arguments
  • ସଂ. ବି. ( 6 ଷ୍ଠୀ ତତ୍; ତର୍କ+ଜାଳ=ସମୂହ) — କୂଟତର୍କ — Round-about arguments; hair-splitting arguments