ତରେଇ Tarei
- ଦେ. ବି (ସଂ. ତୃ ଧାତୁ=ପାରିହେବା; ଣିଜନ୍ତ. ତାରି ଧାତୁ; ଯେଉଁ ମାନେ ନୌକାଦ୍ୱରା ଲୋକଙ୍କୁ ପାରି କରନ୍ତି) — କେଉଟଙ୍କ ବଂଶୋପାଧିବିଶେଷ — The family-title of some fishermen
- ଦେ. ବି (ସଂ. ତୃ ଧାତୁ=ପାରିହେବା; ଣିଜନ୍ତ. ତାରି ଧାତୁ; ଯେଉଁ ମାନେ ନୌକାଦ୍ୱରା ଲୋକଙ୍କୁ ପାରି କରନ୍ତି) — ନାଉରିଆ — Boatman
- ଦେ. ବି (ସଂ. ତୃ ଧାତୁ=ପାରିହେବା; ଣିଜନ୍ତ. ତାରି ଧାତୁ; ଯେଉଁ ମାନେ ନୌକାଦ୍ୱରା ଲୋକଙ୍କୁ ପାରି କରନ୍ତି) — (ସଂ. ତଳ) ହିମାଳୟର ପାଦଦେଶରେ ଥିବା ଜଳାର୍ଦ୍ର ନିମ୍ନ ପ୍ରଦେଶ — Tarai; damp country at the foot of the Himalayas
- ଦେ. ବି (ସଂ. ତୃ ଧାତୁ=ପାରିହେବା; ଣିଜନ୍ତ. ତାରି ଧାତୁ; ଯେଉଁ ମାନେ ନୌକାଦ୍ୱରା ଲୋକଙ୍କୁ ପାରି କରନ୍ତି) — [ଦ୍ର—ଏହା ଜଙ୍ଗଲମୟ ଓ ଅସ୍ୱାସ୍ଥ୍ୟକର।]