ତପସ୍ୟା Tapasyā

  • ସଂ. ବି. ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ) — ଅଭୀଷ୍ଟ ଫଳ—ପ୍ରାପ୍ତି ନିମନ୍ତେ କଠୋର ବ୍ରତ ସାଧନା — Asceticism
  • ସଂ. ବି. ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ) — ବ୍ରତଚର୍ଯ୍ୟା — Devotional engagement
  • ସଂ. ବି. ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ) — କଠୋର ବ୍ରତାଚରଣ — Practice of severe austerities
  • ସଂ. ବି. ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ) — ତପସ୍ୟା ମତ୍ସ୍ୟ (ଦେଖ) — Tapasyā matsya (See)
  • ସଂ. ବି. ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ) — ଫାଲ୍ଗୁନ ମାସ (ହି. ଶବ୍ଦସାଗର) — The month of Fālguna