ତପସ୍ତକ୍ଷ Tapastaksha

  • ସଂ. ବି (ତପସ୍+ତକ୍ଷ ଧାତୁ=ଚାଞ୍ଛିବା+କର୍ତ୍ତୃ. ଅ; ଯେ ଅନ୍ଯ ବ୍ଯକ୍ତିର ତପସ୍ୟାରେ ବିଘ୍ନ ଜନ୍ମାନ୍ତି) — ଇନ୍ଦ୍ର — God Indra