ତପସ୍ୱାନ Tapaswān

  • ସଂ. ବି. ପୁଂ (ତପସ୍+ବତ୍; 1 ମା. 1 ବ) — ତପସ୍ୱୀ — Sage; anchorite
  • ସଂ. ବିଣ. ପୁଂ — ତପସ୍ୟା କରୁଥିବା; ତପୋରତ — Engaged in the practice of austerities