ତପସ୍ୟା ମତ୍ସ୍ୟ Tapasyā matsya

  • ସଂ. ବି — କଉ ମାଛ ପରି 10।12 ଆଙ୍ଗୁଳ ଲମ୍ବ, ଚେପଟା, ଈଷତ୍ ହଳଦିଆ, କଣ୍ଟକପତ୍ରୀ ଲୁଣୀ ମାଛ ବିଶେଷ; ବୋଦସୀ ମାଛ ପରି ଏକପ୍ରକାର ମାଛ — କଉ ମାଛ ପରି1012ଆଙ୍ଗୁଳ ଲମ୍ବ, ଚେପଟା, ଈଷତ୍ ହଳଦିଆ, କଣ୍ଟକପତ୍ରୀ ଲୁଣୀ ମାଛ ବିଶେଷ; ବୋଦସୀ ମାଛ ପରି ଏକପ୍ରକାର ମାଛ— The mangoe fish; a salt-water small fish; Polynemus Paradiscus
  • ସଂ. ବି — [ଦ୍ର—ଏହା 1 ଚାଖଣ୍ଡ ପର୍ଯ୍ୟନ୍ତ ବଢ଼େ; ଅଣ୍ଡା ଦେବା ପାଇଁ ବୈଶାଖ ଓ ଜ୍ୟେଷ୍ଠ ମାସରେ ଏ ମାଛ ସମୁଦ୍ରରୁ ଗଙ୍ଗାକୁ ଉଠିଆସି ଗଙ୍ଗାରେ ମଧ୍ୟ ଧରାଯାଆନ୍ତି। ଏ ମାଛ ଖାଇବାକୁ ସୁସ୍ୱାଦୁ।] — [ଦ୍ର—ଏହା1ଚାଖଣ୍ଡ ପର୍ଯ୍ୟନ୍ତ ବଢ଼େ; ଅଣ୍ଡା ଦେବା ପାଇଁ ବୈଶାଖ ଓ ଜ୍ୟେଷ୍ଠ ମାସରେ ଏ ମାଛ ସମୁଦ୍ରରୁ ଗଙ୍ଗାକୁ ଉଠିଆସି ଗଙ୍ଗାରେ ମଧ୍ୟ ଧରାଯାଆନ୍ତି ଏ ମାଛ ଖାଇବାକୁ ସୁସ୍ୱାଦୁ]