ତପସ୍ୟ Tapasya
- ସଂ. ବିଣ (ତପସ୍+କରଣାର୍ଥେ. ଯ) — ତପସ୍ୟାରେ ରତ — Given to austerities; engaged in penances
- ସଂ. ବିଣ (ତପସ୍+କରଣାର୍ଥେ. ଯ) — ତପୋନିଷ୍ଠ — Steadily engaged in austeities
- ସଂ. ବି (ତପସ୍—ଭାବେ. ଯ) — ତପସ୍ୟା — Penance; religious austerities
- ସଂ. ବି (ତପସ୍—ଭାବେ. ଯ) — ଅର୍ଜୁନ — Arjuna
- ସଂ. ବି (ତପସ୍—ଭାବେ. ଯ) — [ଦ୍ର—ଅର୍ଜୁନଙ୍କ ନାମ ଫାଲ୍ଗୁନ ଥିବାରୁ ଫାଲ୍ଗୁନାର୍ଥବାଚକ ଏହି ଶବ୍ଦ ଅର୍ଜୁନଙ୍କର ଏକ ନାମ।]
- ସଂ. ବି (ତପସ୍—ଭାବେ. ଯ) — କୁନ୍ଦ ଫୁଲ — A white feeble-smelling flower; Jasminum Pubescens
- ସଂ. ବି (ତପସ୍—ଭାବେ. ଯ) — ଫାଲ୍ଗୁନ ମାସ — The month of Fālguna
- ସଂ. ବି (ତପସ୍—ଭାବେ. ଯ) — ହରିବଂଶ ଅନୁସାରେ ତାମସମନୁଙ୍କର 10 ପୁତ୍ର ମଧ୍ୟରୁ ଏକ — ହରିବଂଶ ଅନୁସାରେ ତାମସମନୁଙ୍କର10ପୁତ୍ର ମଧ୍ୟରୁ ଏକ—. One of the ten sons of Tāmasa Manu