ଢିମେଇବା Ḍhimeibā

  • ଦେ. କ୍ରି. (ସଂ. ମଧ୍ୟମ. ମୃଦୁ) — ଢିମାଇ ଢିମାଇ ଚାଲିବା; ମନ୍ଥରଗତିରେ ଚାଲିବା; ମନ୍ଦ ଗତିରେ ଚାଲିବା — To walk slowly