ଢିରା ମାରି ଚାଲିବା Ḍhirā māri chālibā

  • ଦେ. କ୍ରି — (ଅନ୍ଧକାର ରାତିରେ ବାଟରେ କିମ୍ବା ଗଭୀର ପାଣିରେ ଚାଲିବାବେଳେ) ବାଡ଼ିକୁ ଭୂମିରେ ମାରି ମାରି ବାଡ଼ି ଉପରେ ଭାର ରଖି ଗମନ କରିବା — To walk by holding a stick for support