ଢିଲା କରିବା Ḍhilā karibā
- ଦେ. କ୍ରି. — ହୁଗୁଳା କରିବା — To slacken
- ଦେ. କ୍ରି. — ହେଳା କରିବା — To neglect one's work
- ଦେ. କ୍ରି. — ଖଞ୍ଜ ଅଖଞ୍ଜରେ ଭାତ ହୋଇ ନ ପାରିଲେ, ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରି ଦିଏ। ଫକୀରମୋହନ. ଛମାଣ ଆଠଗୁଣ୍ଠ।
- ଦେ. କ୍ରି. — ଶିଥିଳ କରିବା — To relax