ଢିଲା Ḍhilā

  • ଦେ. ବିଣ. (ସଂ. ଶିଥିଳ; ହେଳା (ତୁଳ) ପ୍ରା. ଶିତିଳ; ସିଢୋଳୋ) — ହୁଗୁଳା; ଶିଥିଳ — Slack; loose; lax; not fitting in properly
  • ଦେ. ବିଣ. (ସଂ. ଶିଥିଳ; ହେଳା (ତୁଳ) ପ୍ରା. ଶିତିଳ; ସିଢୋଳୋ) — (ଯଥା—ମୋ ଦେହକୁ କୁର୍ତ୍ତାଟା ଢିଲା ହେଉଛି।)
  • ଦେ. ବିଣ. (ସଂ. ଶିଥିଳ; ହେଳା (ତୁଳ) ପ୍ରା. ଶିତିଳ; ସିଢୋଳୋ) — ଅଳସୁଆ; ସୁସ୍ଥୀ — Lazy; slack (in doing any work) dilatory; slow
  • ଦେ. ବିଣ. (ସଂ. ଶିଥିଳ; ହେଳା (ତୁଳ) ପ୍ରା. ଶିତିଳ; ସିଢୋଳୋ) — କାର୍ଯ୍ୟରେ ଅବହେଳାକାରୀ — Negligent in work
  • ଦେ. ବିଣ. (ସଂ. ଶିଥିଳ; ହେଳା (ତୁଳ) ପ୍ରା. ଶିତିଳ; ସିଢୋଳୋ) — ଅନିୟମ; ବିଶୃଙ୍ଖଳ — Irregular; undisciplined
  • ବି — ଶିଥିଳତା — Sickness; laxity
  • ବି — ହୁଏ ତାହାଙ୍କର କାର୍ଯ୍ୟରେ ଗଫଲତି, ନ ହୁଏ ଢିଲା— ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ବି — ଆଳସ୍ୟ; ଶୈଥିଲ୍ୟ; ହେଳା — Laziness; dilatoriness; negligence
  • ବି — ନିୟମ ବା ଶୃଙ୍ଖଳାର ଅଭାବ — Irregularity; indiscipline
  • ପ୍ରାଦେ. (ଗଞ୍ଜାମ) ବି — ଦାଉଣୀ; ଯେଉଁ ବନ୍ଧନୀରେ ଅନେକ— ଗୁଡ଼ିଏ ଗୋରୁ ଏକସମୟରେ ଧାଡ଼ି ହୋଇ ବନ୍ଧା ହେବା ପାଇଁ ପଘା ଥାଏ — A rope used to yoke many bullocks in a row; a tether
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ବେଙ୍ଗଳାରେ ଓ ଗୋରୁଗୋଠରେ ବହୁସଂଖ୍ୟକ ଗୋରୁଙ୍କୁ ଧାଡ଼ି କରି ବାନ୍ଧିବାପାଇଁ ଏହା ବ୍ଯବହୃତ ହୁଏ।]
  • ପ୍ରାଦେ. (ଗଡ଼ଜାତ)—ବି. — ମାଛ ଧରିବା ଜାଲ — A kind of fishing net