ଢିରା Ḍhirā
- ଦେ. ବି. (ସଂ. ଧୃ ଧାତୁ=ଧାରଣ) — ଠେକ; ଧାରଣା — A prop
- ଦେ. ବି. (ସଂ. ଧୃ ଧାତୁ=ଧାରଣ) — ଠେଁସ; ଠିଅ — A support
- ଦେ. ବି. (ସଂ. ଧୃ ଧାତୁ=ଧାରଣ) — କାତ — The pole used in pushing a boat
- ଦେ. ବି. (ସଂ. ଧୃ ଧାତୁ=ଧାରଣ) — ଅବଲମ୍ବନାର୍ଥ ଯଷ୍ଟି — A stick used for support
- ଦେ. ବି. (ସଂ. ଧୃ ଧାତୁ=ଧାରଣ) — ବାଣୀ ବା ସୂତୁଲୀକୁ କାଟିବା ବା ବଳିବା ନିମନ୍ତେ ବ୍ଯବହୃତ ଛକଦିଆ ତାକୁଡ଼ି ବା ଶଳାକା — A spindle with a cross at the bottom to spin strings