ଡ୍ୟୁଷତ୍ Dyushat

  • ସଂ. ବି. (ଦ୍ୟୁ+ସିଦ୍ ଧାତୁ+କର୍ତ୍ତୃ. ଅ) — ଦେବତା — Deity
  • ସଂ. ବି. (ଦ୍ୟୁ+ସିଦ୍ ଧାତୁ+କର୍ତ୍ତୃ. ଅ) — ନକ୍ଷତ୍ର — Star
  • ସଂ. ବି. (ଦ୍ୟୁ+ସିଦ୍ ଧାତୁ+କର୍ତ୍ତୃ. ଅ) — ଗ୍ରହ — Planet