ଡ୍ୟୂତ Dyūta

  • ସଂ. ବି. (ଦିବ୍ ଧାତୁ=କ୍ରୀଡ଼ା କରିବା+ତ) — ଜୁଆ ଖେଳ — Gambling; hazard
  • ସଂ. ବି. (ଦିବ୍ ଧାତୁ=କ୍ରୀଡ଼ା କରିବା+ତ) — ପଶା ଖେଳ — The game at dice