ଡ୍ୟୂତ ପୂର୍ଣ୍ଣିମା Dyūta pūrṅṅimā
- ସଂ. ବି — କାର୍ତ୍ତିକ ପୂର୍ଣ୍ଣିମା; କୋଜାଗରୀ ପୂର୍ଣ୍ଣିମା — The full-moon of the month of Kārttika
- ସଂ. ବି — [ଦ୍ର—ଏ ଦିନ ରାତିରେ ଜୁଆ ଖେଳିବାର ବିଧି ଅଛି ।]
- ସଂ. ବି — ଆଶ୍ୱିନ ପୂର୍ଣ୍ଣିମା; କୁମାର ପୂର୍ଣ୍ଣିମା — The fullmoon of the month of Āṡwina