ଡ୍ୟୁମତ୍ସେନ Dyumat-sena

  • ସଂ. ବି. (ନାମ) — ଶାଳ୍ୱଦେଶର ରାଜା; ସାବିତ୍ରୀଙ୍କ ଶ୍ୱଶୁର; ସତ୍ୟବାନ୍ଙ୍କ ପିତା — The father of Satyabān
  • ସଂ. ବି. (ନାମ) — [ଦ୍ର—ଏ ଦୁର୍ଭାଗ୍ୟବଶତଃ ଅନ୍ଧ ହୋଇ ରାଜ୍ୟବାସୀଙ୍କ ଦ୍ୱାରା ବିତାଡ଼ିତ ହୋଇ ନିଜର ପତ୍ନୀ ଓ ଶିଶୁ ସତ୍ୟବାନ୍ଙ୍କ ସହ ବନବାସୀ ହୋଇଥିଲେ । ସାବିତ୍ରୀ ତଳେ ନୋଟ ଦେଖ]