ଡ୍ୟୁମ୍ନ Dyumna
- ସଂ. ବି (ଦ୍ୟୁ=ଦିନ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ମ. ଅ) — ଧନ — Riches; wealth
- ସଂ. ବି (ଦ୍ୟୁ=ଦିନ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ମ. ଅ) — ସାମର୍ଥ୍ୟ; ବଳ — Power; strength
- ସଂ. ବି (ଦ୍ୟୁ=ଦିନ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ମ. ଅ) — ଅନ୍ନ (ହି. ଶବ୍ଦସାଗର) — Food
- ସଂ. ବି (ଦ୍ୟୁ=ଦିନ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ମ. ଅ) — ଧାନ (ହି. ଶବ୍ଦସାଗର) — Paddy