ଡେଣ୍ଡୁ Ḍeṇḍu

  • ପ୍ରାଦେ (ସମ୍ବଲପୁର) ବି (ସଂ. ଡୁଣ୍ଡୁଭ; ତୁଳ. ଏହି ଅର୍ଥରେ ହି. ଡେଡ଼ହା; ଡ୍ୟୋଢ଼ା ସାଁପ) — ଧଣ୍ଡ ସାପ — A kind of water-snake
  • ପ୍ରାଦେ (ସମ୍ବଲପୁର) ବି (ସଂ. ଡୁଣ୍ଡୁଭ; ତୁଳ. ଏହି ଅର୍ଥରେ ହି. ଡେଡ଼ହା; ଡ୍ୟୋଢ଼ା ସାଁପ) — ନାଗର ପୋ ଡେଣ୍ଡୁ—ପ୍ରବଚନ।