ଡେଣା ଛିଡ଼ି ପଡ଼ିବା Ḍeṇā chhiṟḍ̠i paṟḍ̠ibā (See)
- ଦେ. ବି — (ପକ୍ଷୀର ଡେଣା ଛିଡ଼ି ପଡ଼ିଲେ ସେ ଯେପରି ଉଡ଼ିପାରେ ନାହିଁ)— (ଲକ୍ଷଣାର୍ଥ) ପ୍ରଧାନ ସହାୟକ ବ୍ଯକ୍ତି ମୃତ ବା ଅନ୍ତରିତ ହେବା ଯୋଗୁଁ ମନୁଷ୍ୟ ସହାୟହୀନ ହେବା — (figurative) The state of being deprived of one's chief support or source of strength
- ଦେ. ବି — (ଯଥା—ବଡ଼ ପୁଅଟି ମରିଯିବାରୁ ବୁଢ଼ାର ଡେଣା ଛିଡ଼ି ପଡ଼ିଲା।)
- ଦେ. ବି — [ଦ୍ର—ଇଂରାଜିରେ ମଧ୍ୟ ଏହି ମର୍ମରେ — 'Right hand- man'ଅର୍ଥାତ୍ 'ଡାହାଣହାତ ଭଳିଆ ବ୍ୟକ୍ତି' ବ୍ୟବହୃତ ହୁଏ ଯଥା—By the death of so and so, he has lost his right hand.]