ଡେଣୁଆଁ Ḍeṇuāñ

  • ଦେ. ବି (ଡେଣା ବା ବାହୁର ବଳଦ୍ୱାରା ଦୂରକୁ ନିକ୍ଷେପ କରା ଯାଏ ବୋଲି) — ଢେଲା; ଟେକା; ଟେଳା; ବୋଲୁଅ — Clods of earth or stone; brickbats; brickbats for tying to the ends of the strings while weaving a mat