ଡେଣ୍ଡିଆ Ḍeṇḍiā

  • ପ୍ରାଦେ (ସମ୍ବଲପୁର) ବିଣ (ଖଣ୍ଡିଆ ସଙ୍ଗେ ନିରର୍ଥକ ଧ୍ୱନ୍ୟନୁକାରୀ ସହଚର ରୂପେ ବ୍ଯବହୃତ) — ଖଣ୍ଡିଆ; ବିକ୍ଷତ — Wounded
  • ପ୍ରାଦେ (ସମ୍ବଲପୁର) ବିଣ (ଖଣ୍ଡିଆ ସଙ୍ଗେ ନିରର୍ଥକ ଧ୍ୱନ୍ୟନୁକାରୀ ସହଚର ରୂପେ ବ୍ଯବହୃତ) — [ଦ୍ର—ଓଡ଼ିଆରେ ଖଣ୍ଡିଆ ସଙ୍ଗେ ଦଣ୍ଡିଆ ସହଚର ରୂପେ ବ୍ଯବହୃତ ଯଥା, ଖଣ୍ଡିଆ ଦଣ୍ଡିଆ।]