ଡେପୁଟୀ Ḍepuṭī

  • ବୈଦେ. ବି. (ଇଂ ଡେପୁଟୀ) — ଦୋପଟୀ; ଡେପୁଟୀ କିଲଟର ଓ ଡେପୁଟୀ ମେଜେଷ୍ଟର; କଲେକ୍ଟରଙ୍କ ଅଧୀନ ଶାସନ ଓ ବିଚାର ବିଭାଗୀୟ ଉଚ୍ଚ କର୍ମଚାରୀ — Deputy; Deputy Collector; Deputy Magistrate
  • ବୈଦେ. ବି. (ଇଂ ଡେପୁଟୀ) — [ଦ୍ର—ଏହି ଇଂରାଜି ଶବ୍ଦ ସଙ୍ଗେ ଅନ୍ଯାନ୍ୟ ଅନେକଗୁଡ଼ିଏ ଇଂରାଜୀ ଶବ୍ଦ ଭାଷାରେ ଚଳିଲାଣି; ଯଥା—ଇନ୍ସପେକ୍ଟର, ପୋଷ୍ଟ— ମାଷ୍ଟର, ପ୍ରେସିଡେଣ୍ଟ, ସୁପରିଣ୍ଟେଣ୍ଡେଣ୍ଟ, କମିସନର, ଗଭର୍ଣ୍ଣର।]