ଡେପୁଟୀ କମିସନର Ḍepuṭī kamisanar

  • ବୈଦେ. ବି (ଇଂ) — ଅପେକ୍ଷାକୃତ ଅନୁନ୍ନତ (ନନ୍ ରେଗୁଲେସନ୍) ଜିଲ୍ଲାର ଉଚ୍ଚତମ ଶାସନକର୍ତ୍ତା — Deputy Commissioner of a non-regulation District
  • ବୈଦେ. ବି (ଇଂ) — [ଦ୍ର— ଇଂରାଜଶାସିତ ଉନ୍ନତ ଅଞ୍ଚଳରେ ଜିଲ୍ଲାର ପ୍ରଧାନ ଶାସନକର୍ତ୍ତାଙ୍କୁ ଡିଷ୍ଟ୍ରିକ୍ଟ—ମାଜିଷ୍ଟ୍ରେଟ୍ କହନ୍ତି।]