ଡେଙ୍ଗେଈ Ḍeṅgeī

  • ଦେ. ବିଣ. ସ୍ତ୍ରୀ — ଲମ୍ବଶରୀରଯୁକ୍ତା (ସ୍ତ୍ରୀ) — Tall (woman)
  • ଦେ. ବିଣ. ସ୍ତ୍ରୀ — କ୍ଷୀଣ ଅଥଚ ଲମ୍ବଶରୀରବିଶିଷ୍ଟା — Thin and tall (woman)
  • ଦେ. ବିଣ. ସ୍ତ୍ରୀ — [ଦ୍ର—ଏହା ମଧ୍ୟ ଗାଳିରୂପେ ବ୍ଯବହୃତ ହୁଏ। ଡେଙ୍ଗେଈ ସ୍ତ୍ରୀମାନେ ଅସୁନ୍ଦରୀଙ୍କ ମଧ୍ୟରେ ଗଣତି ହୁଅନ୍ତି।]