ଡେଙ୍ଗୁରା ଦେବା Ḍeṅgurā debā

  • ଦେ. କ୍ରି. — ଡେଙ୍ଗୁରା ପିଟିବା (ଦେଖ) — Ḍeṅgurā piṭibā (See)
  • ଦେ. କ୍ରି. — ବଳା ଡେଙ୍ଗୁରା ଦେଇକି ଅପସରସା, ବଳାତ୍କାରେ ଶୋଭା ଗୁଣେ ଛଡ଼ାଇ ରସା। ଭଞ୍ଜ. ବୈଦେହୀଶ ବିଳାସ।