ଡେଙ୍ଗୁରା Ḍeṅgurā
- ଦେ. ବି. (ସଂ. ଡିଣ୍ଡିମ) — ଧେଣ୍ଡୁରା; ଢକ୍କା; ନାଗରା — Tomton; drum; kettle-drum
- ଦେ. ବି. (ସଂ. ଡିଣ୍ଡିମ) — ଡେଙ୍ଗୁରା ଦେଇ ବୁଲାଇବି ଦେଶ। ପ୍ରାଚୀ. ପ୍ରତାପ. ଶଶିସେଣା।
- ଦେ. ବି. (ସଂ. ଡିଣ୍ଡିମ) — [ଦ୍ର—ଏହା ଏକମୁହାଁ ଆନଦ୍ଧ ବାଦ୍ୟ; 2 ଖଣ୍ଡ କାଠିଦ୍ୱାରା 2 ହାତରେ ଏହା ବଜା ଯାଏ। କୌଣସି ସଂବାଦ ସାଧାରଣରେ ବା ପ୍ରକାଶ୍ୟରେ ଘୋଷଣା କରିବା ନିମନ୍ତେ ଡେଙ୍ଗୁରା ବଜାଇ ତାହା ପ୍ରଚାର କରାଯାଏ। — [ଦ୍ର—ଏହା ଏକମୁହାଁ ଆନଦ୍ଧ ବାଦ୍ୟ;2ଖଣ୍ଡ କାଠିଦ୍ୱାରା2ହାତରେ ଏହା ବଜା ଯାଏ କୌଣସି ସଂବାଦ ସାଧାରଣରେ ବା ପ୍ରକାଶ୍ୟରେ ଘୋଷଣା କରିବା ନିମନ୍ତେ ଡେଙ୍ଗୁରା ବଜାଇ ତାହା ପ୍ରଚାର କରାଯାଏ
- ଦେ. ବି. (ସଂ. ଡିଣ୍ଡିମ) — ଆମ ଦେଶରେ ସଧବା ସ୍ତ୍ରୀ ମୃତା ହେଲେ ତାହାର ଶବ ଆଗରେ ଡେଙ୍ଗୁରା ବଜାଇ ଶବକୁ ଶ୍ମଶାନକୁ ନିଅନ୍ତି; ଏହାକୁ ଅହ୍ୟଡେଙ୍ଗୁରା ବୋଲାଯାଏ।]