ଡେଇଁବା Ḍeiñbā
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ଲମ୍ଫଦେବା; କୁଦିବା — To jump; to leap; to spring
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ଉଲ୍ଲମ୍ଫନ କରିବା; କୌଣସି ଉଚ୍ଚ ବସ୍ତୁ ବା ଚଉଡ଼ା ପଦାର୍ଥକୁ ଅତିକ୍ରମ କରିବା; ଉଲ୍ଲଙ୍ଘନ କରିବା — To leap over; to jump over a height or breadth; to over-leap
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — (ଶରୀରର ଅଙ୍ଗବିଶେଷ) ସ୍ପନ୍ଦିତ ହେବା; ସ୍ଫୁରିବା କମ୍ପିତ ହେବା — To throb; to vibrate; to tremble (said of limbs)
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ସବୁ ଅଙ୍ଗଯାକ ମୋହର ଡେଉଁଛନ୍ତି ହୃଦୟେ ମହାଭୟ ହେଉଛି ଉତ୍ପତ୍ତି। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — [ଦ୍ର—ହିନ୍ଦୁଶାସ୍ତ୍ର ମତରେ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଡେଇଁଲେ ଭିନ୍ନ ଭିନ୍ନ ଆଶୁ ଶୁଭ ବା ଅଶୁଭ ଫଳ ସୂଚିତ ହୁଏ; ସାଧାରଣତଃ ପୁରୁଷମାନଙ୍କ ଦକ୍ଷିଣ ଅଙ୍ଗ ଓ ସ୍ତ୍ରୀମାନଙ୍କ ବାମ ଅଙ୍ଗ ଡେଇଁବା ଆଶୁ ଶୁଭଫଳ ସୂଚନା କରେ।]
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — (ରୋଗଆଦି) ଏକବ୍ଯକ୍ତିଠାରୁ ଅନ୍ଯ ବ୍ଯକ୍ତିକୁ ସଂକ୍ରମଣ କରିବା — To infect (said of contagious diseases)
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — (ଯଥା—ତା ଦିହରୁ ମୋ ଦିହକୁ କାଛୁ କୁଣ୍ଡିଆ ଡେଇଁଲା।)
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ଦଉଡ଼ି ବୁଲିବା; ଡିଆଁ ମାରି ଦଉଡ଼ିବା — To run about
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ନାଚି କୁଦି ହେବା; ଖେଳି ବୁଲିବା — To frisk about; to skip about
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ଡେଉଁଥାଆ ବନ ଯାକ ତୁମ୍ଭ ମନ ଶ୍ରୀହରିଚନ୍ଦନ ବୋଲେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ।
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — ବିରକ୍ତ ହେବା; ଚିଡ଼ିବା; ଚିଡ଼ି ଚିଡ଼ି ହେବା — To snap at a person in disleasure; to snarl
- ଦେ. କ୍ରି. (ସଂ. ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା।) — (ଯଥା—ଗୃହସ୍ଥର ପାକରେ ମାଛ ରନ୍ଧା ହେବା ଦେଖି ଆଗନ୍ତୁକ ନିରାମିଷାଶୀ ବାବାଜୀ ଡେଉଁଛନ୍ତି।)