ଡେଇଁ ଯିବା Ḍeiñ-j̄ibā

  • ଦେ. କ୍ରି — ଲମ୍ଫ ଦେଇ ଅତିକ୍ରମ କରିଯିବା; କୁଦିଯିବା — To overleap; to leap over; to overcome by jumping
  • ଦେ. କ୍ରି — (ଯଥା—ତୋର ଏ ବାଡ଼କୁ ଡେଇଁ ଯିବା କଥା ଆଗରୁ ଜଣା ଅଛି।)