ଡେଇଁ ଡେଁଇ Ḍeiñ ḍeiñ
- କ୍ରି. ବିଣ. (ଅସମାପିକା କ୍ରିୟା) — ପୁସ୍ତକାଦିର କେତେକ ଅଂଶ ଛାଡ଼ିଦେଇ (ପଢ଼ିଯିବା) — (To read) by omitting some portion of a book or writing
- କ୍ରି. ବିଣ. (ଅସମାପିକା କ୍ରିୟା) — ବହୁବାର ଉଲ୍ଲଙ୍ଘନ କରି (ଯିବା) — (To go) Leaping many times; by successive leaps and bounds
- କ୍ରି. ବିଣ. (ଅସମାପିକା କ୍ରିୟା) — (ଯଥା—ଘୋଡ଼ାଟି ପାଞ୍ଚଟା ବାଡ଼ ଡେଇଁ ଡେଇଁ ବାଜୀ ଜିତିଲା।)
- କ୍ରି. ବିଣ. (ଅସମାପିକା କ୍ରିୟା) — ପାଦକୁ ଉଚ୍ଚକୁ ଉଠାଇ (ଚାଲିବା) — (To walk) With high steps