ଡେଇଁ ପଡ଼ିବା Ḍeiñ paṟḍ̠ibā

  • ଦେ. କ୍ରି — ଲମ୍ଫ ଦେବା — To leap
  • ଦେ. କ୍ରି — ଡେଇଁ ପଡ଼ିଲା ପ୍ରାୟ ଦାବ ଦହନ। ରାଧାନାଥ. ମେଘଦୂତ।
  • ଦେ. କ୍ରି — (ଅଗ୍ନିଆଦିକୁ) ଝାସ ଦେବା — To jump into (fire or water)
  • ଦେ. କ୍ରି — ଡେଇଁ ଯିବା (ଦେଖ) — Ḍein j̄ibā (See)