ଠେଙ୍ଗୁ Ṭheṅgu

  • ଦେ. ବି.—(ସଂ. ଟଙ୍କ) — କଟିତଳର ଉଭୟ ପାର୍ଶ୍ୱସ୍ଥ ହାଡ଼ — The upper part of the hip-bone in vertibrate animals; ilium
  • ଦେ. ବି.—(ସଂ. ଟଙ୍କ) — ଗୋରୁ ପ୍ରଭୃତି ପଶୁଙ୍କର ଜଙ୍ଘାହାଡ଼ରେ ଉପର ଭାଗ; ବେଁଏଁ ଅଣ୍ଟା ପାଖେ ଶିରା ହାଡ଼ର ଦୁଇ ପାଖକୁ ବାହାରି ଥିବା ହାଡ଼ ଓ ତତ୍ ସଂଲଗ୍ନ ଶରୀରାଂଶ — The rump of cattle; buttock