ଠେଙ୍ଗା ଜର Ṭheṅgā jara
- ଦେ. ବି.—(ଇଂ. ଡେଙ୍ଗ୍ୟୁ ବା ଓ. ଠେଙ୍ଗା) — ତିନିଦିନ— ସ୍ଥାୟୀ ଏକପ୍ରକାର ଜ୍ୱର — Influenza; dengue fever
- ଦେ. ବି.—(ଇଂ. ଡେଙ୍ଗ୍ୟୁ ବା ଓ. ଠେଙ୍ଗା) — [ଦ୍ର—ଏଥିରେ ଦେହହାତ ଭାରି ବିନ୍ଧେ ଓ ଦରଜ ହୁଏ। ତିନି ଦିନ ପରେ ଜର ମନକୁ ଛାଡ଼ି ଯାଏ। ଏହା ମାରାତ୍ମକ ନୁହେଁ। ଏହି ଜରରେ ଦେହତମାମ ଏପରି ପୀଡ଼ା ହୁଏ ଯେ, ରୋଗି ମନେ କରେ ସତରେ ତାକୁ କେହି ଯେପରି ଠେଙ୍ଗାରେ ଖୁବ୍ ଗୁଡ଼ାଏ ପିଟିଛି।]