ଠେଙ୍ଗେଇବା Ṭheṅgeibā

  • ଦେ. କ୍ରି. — (ଠେଙ୍ଗାଶବ୍ଦରୁ ଓଡ଼ିଆ ନାମଧାତୁର କ୍ରିୟା) ଠେଙ୍ଗାଦ୍ୱାରା ପ୍ରହାର କରିବା; ଠେଙ୍ଗାରେ ବାଡ଼େଇବା ବା ପିଟିବା; ଠେଙ୍ଗା ମାରିବା — To beat with a club; to cudgel