ଠେଙ୍ଗା ଖାସି Ṭheṅgā khāsi

  • ପ୍ରାଦେ. (ସମ୍ବଲପୁର) ବି.—(ତୁଳ. ହି. ଠସ୍କା+ଖାସୀ) ବଡ଼ ଜୋର୍ରେ ହେଉଥିବା କାସ; ଦମା କାସ; ଶୁଖିଲା କାସ — Severe cough; dry coughing
  • ପ୍ରାଦେ. (ସମ୍ବଲପୁର) ବି.—(ତୁଳ. ହି. ଠସ୍କା+ଖାସୀ) ଖୁଖି ଖାସି, ବାରମାସି, ଠେଙ୍ଗା ଖାସି, ପରାନ୍ ନେସି। ପ୍ରବଚନ।