ଠେଙ୍ଗୁଣି Ṭheṅguṇi

  • ଦେ. ବି. — ଛୋଟ ଠେଙ୍ଗା — Cudgel; a short stout club
  • ଦେ. ବି. — ଗୋରୁ ରଖୁଆଳର ପାଞ୍ଚଣ — Cow-heard's staff
  • ଦେ. ବି. — ଆଇଙ୍ଗିଣି କି ବାଇଙ୍ଗିଣି, ଗୋରୁମରା ଠେଙ୍ଗିଣି—ଶିଶୁଗୀତ।
  • ଦେ. ବି. — (ଠେଙ୍ଗଣି, ଠେଙ୍ଗିଣି, ଠେଙ୍ଗେଣି—ଅନ୍ୟରୂପ)
  • ଦେ. ବି. — ଠେଙ୍ଗୁ (ଦେଖ) — Ṭheṅgu (See)