ଝୁଣ୍ଟି Jhuṇṭi
- ଦେ. ବି — ଉତ୍ସବ ଓ ବିବାହାଦି ଉପଲକ୍ଷେ ପିଠୋଉରେ ଘରେ ଓ ଘର ବାହାରେ କାନ୍ଥରେ କରାଯିବା ଚିତ୍ରମାନ; ଝୋଟି — Figures drawn on the walls and floors of the house on festive occasions
- ଦେ. ବି — ସର୍ଜନା କଳ୍ପଣା ଝୁଣ୍ଟି ଅଳ୍ପଣା ହୋଇଛି—ପ୍ରାଚୀ, ବ୍ରହ୍ମନିରୂପଣଗୀତା।
- ପ୍ରାଦେ (ମେଦିନୀପୁର) ବି. (ସଂ. କୁଟ; ତୁଳ. ଏହି ଅର୍ଥରେ ବଂ. ଏହି ଶବ୍ଦ) — ମସ୍ତକର ଚୂଡ଼ା; ଚୁଟି; ମୁଣ୍ଡର ଗଣ୍ଠି — A knot of hair on the head; chignon
- ପ୍ରାଦେ (ମେଦିନୀପୁର) ବି. (ସଂ. କୁଟ; ତୁଳ. ଏହି ଅର୍ଥରେ ବଂ. ଏହି ଶବ୍ଦ) — ଷଣ୍ଢ, ଓଟ ଆଦିଙ୍କ ଚୂଳ ବା ଚୂଡ଼ା — Tuft or protuberance on the shoulder of the bull or camel
- ପ୍ରାଦେ (ସମ୍ବଲପୁର) ବି — ସକାଳୁ ଦୁଆରେ ଗୋବର ପାଣି ଛିଞ୍ଚିବା — Sprinkling of water mixed with cowdung in the courtyard every morning