ଝୁଣ୍ଝୁଣିଆଁ Jhuṇ-Jhuṇiāñ

  • ଦେ. ବି — ଏକପ୍ରକାର ଔଷଧ ଗୁଳ୍ମ; ଝୁଣୁଝ୍ଣୁକା — A kind of herb
  • ଦେ. ବିଣ (ଧ୍ୱନ୍ୟନୁକରଣ) — ଜଳହୀନ ହୋଇ ଭିନ୍ନ ଭିନ୍ନ ଖଣ୍ଡରେ ବିଭକ୍ତ ହୋଇଥିବା; (ବିପରୀତ ସୁର୍ସୁରିଆ) — Reduced to separate bits after water is dried up from it
  • ଦେ. ବିଣ (ଧ୍ୱନ୍ୟନୁକରଣ) — (ଯଥା— ଶଜନା ଶାଗକୁ ଝୁଣିଝୁଣିଆଁ କରି ଭାଜିଦିଅ।)
  • ଦେ. ବିଣ (ଧ୍ୱନ୍ୟନୁକରଣ) — ଯାହା ଝୁଣୁ ଝୁଣୁ ଶବ୍ଦ କରେ — Producing a metallic clank