ଝୁଣ୍ଟ Jhuṇṭa

  • ସଂ. ବି—(ଝଟ୍ ଧାତୁ=ସଂହତହେବା ସ୍ଥାନରେ+କର୍ତ୍ତୃ. ଅ; ନ ଆଗମ ଅ=ଉ) — କ୍ଷୁଦ୍ର ଗୁଳ୍ମ ବା ବୁଦା — Bush; shrub
  • ସଂ. ବି—(ଝଟ୍ ଧାତୁ=ସଂହତହେବା ସ୍ଥାନରେ+କର୍ତ୍ତୃ. ଅ; ନ ଆଗମ ଅ=ଉ) — ଅକାଣ୍ଡ ବୃକ୍ଷ — Plant
  • ସଂ. ବି—(ଝଟ୍ ଧାତୁ=ସଂହତହେବା ସ୍ଥାନରେ+କର୍ତ୍ତୃ. ଅ; ନ ଆଗମ ଅ=ଉ) — ବୃକ୍ଷ; ଗଛ — A tree. (Apte)