ଝୁଣ୍ଟିଆ Jhuṇṭiā
- ଦେ. ବି — ସ୍ତ୍ରୀମାନେ ଗୋଡ଼ର ମଝି ଆଙ୍ଗୁଠିରେ ପିନ୍ଧିବା ମୁଦ୍ରିକାଯୁକ୍ତ ଝଣ ଝଣ ଶବ୍ଦକାରୀ ଅଳଙ୍କାରବିଶେଷ — Tinkling ring for the 2nd fingers of the leg; a ring (making a sound) worn by females on the small fingers of the leg
- ଦେ. ବି — ଝୁମୁଝୁମୁ ବଜାଇ ଝୁଣ୍ଟିଆ ଧୀରା—ଗୋଲୋକ, ଇନ୍ଦୁରେଖା ।
- ପ୍ରାଦେ (ସମ୍ବଲପୁର) ବି — ଗୋଡ଼ର ବୁଢ଼ା ଆଙ୍ଗୁଠିରେ ପିନ୍ଧା— ଯିବା ମୁଦି; ଚୁଟୁକୀ — A ring worn by females on the thumb