ଝୁପ୍ଝାପ୍ Jhup-jhāp

  • ଦେ. ଅ — ଝପ୍ଝପ୍ (ଦେଖ) — Jhap-jhap (See)
  • ଦେ. ଅ — ନାଆ ଉପରୁ ମଙ୍ଗଧରା, ବାହାଣିଆ, ବାଟକଢ଼ା, ସବୁଗୁଡ଼ାକ ଝୁପ୍ଝାପ୍ କରି ନଈରେ ପଡ଼ିଗଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।