ଝିମାଣି Jhimāṇi
- ଦେ. ବି — ଦୁଇ ଦଳ ବାଳକମାନଙ୍କ ମଧ୍ୟରେ ଏକ ପ୍ରକାର ଖେଳ; ଡୁ ଡୁ ଖେଳ — A kind of out-door game amongst boys
- ଦେ. ବି — ଜୁଆ ଖେଳ — A game at hazards
- ଦେ. ବି — ଝିମାଣି ଖେଳରୁ ମହାଭାରତ ଉପୁଜିବା ନ୍ଯାୟ—ପ୍ରବଚନ।
- ଦେ. ବି — (ସଂ. ଧ୍ମା ଧାତୁ) ଅସ୍ତ୍ର ଶସ୍ତ୍ର ପ୍ରସ୍ତୁତ କରିବା କାରଖାନାର ଅଗ୍ନି — 2. The fire of an arms-factory