ଝିମାଇବା Jhimāibā

  • ଦେ. କ୍ରି — (ଦେହ) ଝିମିଝିମି ବୋଧ କରିବା — To feel a tingling sensation in the body
  • ଦେ. କ୍ରି — ଅଙ୍ଗାଦି ଅବଶ ହୋଇ ଚଳତ୍ ଶକ୍ତିହୀନ ହେବା — (limbs) To be benumbed or overpowered
  • ଦେ. କ୍ରି — (ଅଙ୍ଗାଦି ଅବଶ ହେବା ପରି) ଧୀରେ ଧୀରେ କୌଣସି କାର୍ଯ୍ୟ କରିବା; ଧିମେଇବା — To do some work very slowly (as if the doer is suffering from numbness)
  • ପ୍ରାଦେ. (ଯାଜପୁର) କ୍ରି — ନିଦ୍ରାତୁର ହୋଇ ଢୁଳାଇବା ବା ଝାଙ୍କି ହେବା — To nod with drowsiness