ଝିମା Jhimā

  • ଦେ. ବି — ଏକପ୍ରକାର ବାତରୋଗ — A fit or disease accompanied with a tingling senastion and stupor
  • ଦେ. ବି — [ଦ୍ର—ଏଥିରେ ଦେହ ହାତ ଝିମ୍ଝିମ୍ ମାରେ ଅର୍ଥାତ୍ ଅଙ୍ଗ ଆଦି ଅବଶ ଓ ସ୍ପନ୍ଦହୀନ ହୋଇଯାଏ।]
  • ଦେ. ବି — ମୂର୍ଚ୍ଛାବାତ — Swoon
  • ଦେ. ବିଣ. (ସଂ. କ୍ଷୀଣ) — ଅବଶ; କାଲୁଆ — Paralysed; benumbed
  • ଦେ. ବିଣ. (ସଂ. କ୍ଷୀଣ) — ଯେଉଁ ଆମ୍ବ ଖାଇଲେ ପାଟି ଓ ତୋଟିରେ ଝିମ୍ ଝିମ୍ ଅନୁଭୂତି ହୁଏ; ରସୁଣିଆଁ (ଆମ୍ବ) — (mango) Producing irritation in the throat and mouth
  • ଦେ. ବିଣ. (ସଂ. କ୍ଷୀଣ) — ଯେ ଧିମେଇ ଧିମେଇ କୌଣସି କାର୍ଯ୍ୟ କରେ; ଅଳସୁଆ — Slothful; slow coach; laggard
  • ଦେ. ବିଣ. (ସଂ. କ୍ଷୀଣ) — ସେମଟା (ଫଳ) — Withered and shrunk (fruit)