ଝିମିଝିମା Jhimi-jhimā
- ଦେ. ବିଣ — ରସୁଣିଆ (ଆମ୍ବ); ଯାହାକୁ ଖାଇଲେ ପାଟି ଝିମିଝିମି ବୋଇଯାଏ (ଯଥା—ଝିମିଝିମା ଆମ୍ବ, ଝିମିଝିମା ବାଜ ଆମ୍ବ) — (mango) Which produces irritation in the throat and mouth
- ପ୍ରାଦେ. (ସିଂହଭୂମ) ବି — ମାଇପେ ପିନ୍ଧିବା ଉପରକାନର ଫିରିଫିରା — A kind of earring worn on the upper part of the ear