ଜଡ଼ୀକୃତ Jaṟḍ̠īkṛuta

  • ସଂ. ବିଣ. (ଜଡ଼+ଅଭୂତ ତଦ୍ଭାବେ ଚ୍ୱି (ଈ)+କୃତ; ଯେଉଁ ଅଜଡ଼ ବସ୍ତୁ ବା ବ୍ଯକ୍ତିକୁ ଜଡ଼ କରାଯାଇ ଅଛି) — ନିସ୍ପନ୍ଦୀକୃତ; ନିଶ୍ଚେଷ୍ଟୀକୃତ — Rendered unsensible; benumbed; stupefied
  • ସଂ. ବିଣ. (ଜଡ଼+ଅଭୂତ ତଦ୍ଭାବେ ଚ୍ୱି (ଈ)+କୃତ; ଯେଉଁ ଅଜଡ଼ ବସ୍ତୁ ବା ବ୍ଯକ୍ତିକୁ ଜଡ଼ କରାଯାଇ ଅଛି) — ଯାହାକୁ ଘନ କରାଯାଇଅଛି — Condensed; solidified
  • ସଂ. ବିଣ. (ଜଡ଼+ଅଭୂତ ତଦ୍ଭାବେ ଚ୍ୱି (ଈ)+କୃତ; ଯେଉଁ ଅଜଡ଼ ବସ୍ତୁ ବା ବ୍ଯକ୍ତିକୁ ଜଡ଼ କରାଯାଇ ଅଛି) — ଏକତ୍ରୀକୃତ; ପୁଞ୍ଜୀକୃତ — Heaped up; gathered together into a compact mass