ଜଡ଼ିପଡ଼ିବା Jaṟḍ̠ipaṟḍ̠ibā

  • ଦେ. କ୍ରି — ସଂଲଗ୍ନ ହେବା — To cling
  • ଦେ. କ୍ରି — ମଧୁଲୋଭେ ମାଛି ଯେହ୍ନେ ଜଡ଼ି ପଡ଼ନ୍ତି—ପ୍ରାଚୀ, ରହସ୍ୟମଞ୍ଜରୀ।