ଜଡ଼ିମା Jaṟḍ̠imā

  • ସଂ. ବି. (ଜଡ଼+ଭାବାର୍ଥେ ଇମନ୍; 1 ମା. 1 ବ) — ଜଡ଼ତା (ଦେଖ) — Jaṟḍ̠atā (See)
  • ସଂ. ବି. (ଜଡ଼+ଭାବାର୍ଥେ ଇମନ୍; 1 ମା. 1 ବ) — କାର୍ଯ୍ୟକାରଣ ବ୍ୟତୀତ ବାକ୍ୟର ଅନ୍ଯଥାଭାବ — The change of a word without cause